କାଲି ଓଡ଼ିଶା ବନ୍ଦ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ଆଇନ ଶୃଙ୍ଖଳା ବଜାୟ ରଖିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜ୍ୟ ଗୃହ ବିଭାଗ । ଟାୟାର ଜାଳି ରାସ୍ତା ଅବରୋଧ କରିପାରନ୍ତି ସଂଗଠନର ସଦସ୍ୟ।

ଜରୁରୀ ସେବା ଯେପରି ପ୍ରଭାବିତ ନହୁଏ, ସେ ନେଇ ଯତ୍ନବାନ ହେବାକୁ ଚିଠି ମାଧ୍ୟମରେ ଜିଲ୍ଲାପାଳ ମାନଙ୍କୁ ଦିଆଯାଇଛି ନିର୍ଦେଶ।

powered by social2s