ପୁରୀ: ସର୍ବସାଧାରଣଙ୍କ ପାଇଁ ଖୋଲିଲା ଗୁଣ୍ଡିଚା ମନ୍ଦିର। ୬ ବର୍ଷ ପରେ ଖୋଲିଲା ମହାପ୍ରଭୁଙ୍କ ଜନ୍ମବେଦି ଗୁଣ୍ଡିଚା ମନ୍ଦିର। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନିଟ୍ରେ ଖୋଲିଲା ମନ୍ଦିର । ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ପ୍ରଥମ ୩ ଦିନ ମାଗଣା ପ୍ରବେଶ ବ୍ୟବସ୍ଥା ରହିଛି। ଏହା ପରେ ଶ୍ରଦ୍ଧାଳୁ ଦେବେ ୧୦ ଟଙ୍କା ଶୁଳ୍କ। ୨୦୨୦ କୋଭିଡ ସମୟରୁ ବନ୍ଦ ଥିଲା ଗୁଣ୍ଡିଚା ମନ୍ଦିର।
powered by social2s

