ଭୁବନେଶ୍ୱର : ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ମହିଳା କମିଶନ ଉଦ୍ବେଗ ପ୍ରକାଶ କରିଛନ୍ତି। ଭୁବନେଶ୍ୱର ଡିସିପିଙ୍କୁ ୧୫ ଦିନରେ ରିପୋର୍ଟ ଦାଖଲ ପାଇଁ ଦେଇଛନ୍ତି ନିର୍ଦ୍ଦେଶ। ବନ୍ଧୁକ ଦେଖାଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା।
powered by social2s

