ଭୁବନେଶ୍ୱର: ବୁର୍ଲା ଭୀମସାର ରେ ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ରୋଗୀ ଜଣକ ବରଗଡ଼ ଜିଲ୍ଲା ବରପାଲି ର ହୋଇଥିବା ଜଣାପଡ଼ିଛି। ସେ ଭୀମସାର ର ENT ବିଭାଗରେ ଚିକିତ୍ସିତ ହେଉଛନ୍ତି।
powered by social2s