ଭୁବନେଶ୍ୱର : ଓଡ଼ିଶାର କିଛି ଅଞ୍ଚଳରୁ ମୌସୁମୀର ବିଦାୟ ପ୍ରକ୍ରିୟା ଆରମ୍ଭ ହୋଇଛି। ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା ଓ ବଲାଙ୍ଗିରରୁ ମୌସୁମୀର ବିଦାୟ ଆରମ୍ଭ ହୋଇଥିବା ସୂଚନା। ନୂଆପଡ଼ ଜିଲ୍ଲାର କିଛି ଅଞ୍ଚଳରୁ ମଧ୍ୟ ଦକ୍ଷିଣ-ପଶ୍ଚିମ ମୌସୁମୀର ବିଦାୟ ଆରମ୍ଭ ହୋଇଛି। ଆସନ୍ତା ୩/୪ ଦିନ ମଧ୍ୟ ସାରା ଓଡ଼ିଶାରୁ ବିଦାୟ ନେବ ମୌସୁମୀ। ମୌସୁମୀ ବିଦାୟ ପାଇଁ ପାଗ ଅନୁକୂଳ ରହିଛି
powered by social2s

