ପୁରୀ: ଆଜି ଭୋର୍ ସମୟରେ ପୁରୀ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍। ଡ୍ରୋନ୍ରେ ଶ୍ରୀମନ୍ଦିର ଭିଡିଓ ଉତ୍ତୋଳନ କରାଯାଇଥିବା ସନ୍ଦେହ କରାଯାଉଛି। କିଏ ଡ୍ରୋନ୍ ଉଡ଼ାଇଛି ତାହା ଜଣାପଡ଼ିନାହିଁ। ବାରମ୍ବାର ଡ୍ରୋନ୍ ଉଡ଼ିବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
powered by social2s

