ସମ୍ଭାବ୍ୟ ବାତ୍ୟା ପାଇଁ ଏନଡିଆରଫ,ଓଡ୍ରାଫ ଏବଂ ଫାୟାର ଟିମ ସଜାଗ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ଭାବ୍ୟ ବାତ୍ୟା ପାଇଁ ଏନଡିଆରଫ,ଓଡ୍ରାଫ ଏବଂ ଫାୟାର ଟିମ ସଜାଗ ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଓଡିଶା ସରକାରଙ୍କ ପକ୍ଷରୁ ୧୭ ଏନଡିଆରଏଫ, ୨୦ ଓଡ୍ରାଫ ଏବଂ ୧୫୦ ଫାୟାର ଟିମ ସଜାଗ ରଖାଯାଇଥିବା କହିଲେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ମେ ୨୬ ସକାଳେ ୬୦-୭୦ କିଲୋମିଟର ପବନର ବେଗରେ ପବନ ବବିବ। ଏହି ସମୟରେ ଗଷ୍ଟିଙ୍ଗ ବେଗ ୮୦ କିଲୋମିଟର ରହିବ। ୨୬ ମଧ୍ୟାନ ରେ ପବନର ବେଗ ୯୦ ରୁ ୧୦୦ କିଲୋମିଟର ରହିବ। ଏହି ସମୟରେ ଗଷ୍ଟିଙ୍ଗ ବେଗ ରହିବ ୧୧୦ କିଲୋମିଟର। ସନ୍ଧ୍ୟା ବେଳକୁ ପବନର ବେଗ ୧୦୦ କିଲୋମିଟର ରୁ ଅଧିକ ରହିବ।

powered by social2s