ଗୋପୀନାଥ ମହାନ୍ତିଙ୍କ ଦ୍ବାଦଶ ଦିବସ ଅବସରରେ ସ୍ମୃତି ଚାରଣ ସହ ଭଜନ ଓ ସଙ୍କୀର୍ତ୍ତନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ତରଫରୁ ପ୍ରତିଷ୍ଠାତା ସଭାପତି ଶ୍ରୀ ଗୋପୀନାଥ ମହାନ୍ତିଙ୍କ ଦ୍ବାଦଶ ଦିବସ ଅବସରରେ ଏକ ସ୍ମୃତି ଚାରଣ ସହ ଭଜନ ଓ ସଙ୍କୀର୍ତ୍ତନ  ୨୧.୦୫.୨୦୨୧ ରିଖ ଶୁକ୍ରବାର ଅପରାହ୍ନ ୭ ଘଟିକା ସମୟରେ ଗୁଗଲ ମିଟ ରେ ଅନୁଷ୍ଠିତ ହୋଇଥିଲା । ତାଙ୍କ ଅନନ୍ୟ କୃତୀ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।

 

ସ୍ମୃତି ଚାରଣ ସଭାର ଅଧ୍ୟକ୍ଷତା କରିଥିଲେ ଶ୍ରୀ ନିରଞ୍ଜନ ପଣ୍ଡା କାର୍ଯ୍ୟକ୍ରମକୁ ବାଳକୃଷ୍ଣ ପଣ୍ଡା, ଦାମୋଦର ସେନାପତି, ସଭାପତି ଶ୍ରୀ ପ୍ରଭାତ କୁମାର ନନ୍ଦ,ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, ସହ ସମ୍ପାଦକ ଅଜୟ ହରିଚନ୍ଦନ, କୋଷାଧ୍ୟକ୍ଷ ଅଖିଳ କୁମାର ସାହୁ ପରିଚାଳନା କରିଥିଲେ। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସନ୍ତୋଷ କର, ମଞ୍ଜୁଶ୍ରୀ ମହାନ୍ତି, କାମେଶ୍ୱର ରାଓ, ବାବାଜୀ ବିଶ୍ଵାଳ, ବଂଶୀଧର ନାୟକ, ଲଲିତ ମୋହନ ପଣ୍ଡା,ମୀରା ପଣ୍ଡା, ପ୍ରତିମା ପଣ୍ଡା, ହରପ୍ରିୟା ସ୍ୱାଇଁ ,ବିଜୟ ଜେନା, ତ୍ରିଲୋଚନ ନାୟକ,ସୌଦାମିନୀ ପଣ୍ଡା,ଜଗନ୍ନାଥ କୁଅଁର, ଆଶା ମୁକୁଲ୍ବ ବାରିକ, ଅଜୟ ଚୌଧୁରୀ, ଅଚ୍ୟୁତ ପ୍ରସାଦ ବେହେରା, ସୁରେଶ ଚୌଧୁରୀ, କଲ୍ୟାଣପତି, ନନ୍ଦିତାଦାସ, କିଶୋରମହନ୍ତ, ଉଷାମିଶ୍ର, ମଙ୍ଗରାଜ ମହାନ୍ତି ଅନାମିକା ସ୍ୱାଇଁ, ତନୁଶ୍ରି ଜେନା, ସଙ୍ଗୀତା ଗୋସାଇଁ, ମଳୟ ଜେନା,ମଧୁସ୍ମିତା ବିଶ୍ଵାଳ, ବୈଶାଳୀ ବିଶ୍ଵାଳ, ବଂଶୀଧର ନାୟକ,ଯୋଗେନ୍ଦ୍ର ରାଉତ, ତେଜେଶ୍ୱନି ରଥ, ଗୌରୀ ଶଙ୍କର ହାତୀ, ସରୋଜିନୀ ହାତୀ, ଗାନ୍ଧୀ ଚୌଧୁରୀ, ସନ୍ଦୀପ ଆଚାର୍ଯ୍ୟ, ଅଶୋକ ବଳ, ସୁନୀତା ତ୍ରିପାଠୀ,  ରାଧେଶ୍ୟାମ ଦଂଶନ, ବିଦୁତ୍ ଲତା ସାହୁ, ରବୀନ୍ଦ୍ର ମହାପାତ୍ର, ଶରତ ବେହେରା, ସୌଦାମିନୀ ପଣ୍ଡା, ରଞ୍ଜିତ ନାୟକ, ଦେବାଶିଷ ପୁରୋହିତ, ଅକ୍ଷୟ କୁମାର ସାହୁ,ଲବନ୍ୟନେନ୍ଦୁ ମହାନ୍ତି, ଚକ୍ରଧର ତ୍ରିପାଠୀ, ନିରାକାର ବେଉରିଆ, ଗୀତ ପଣ୍ଡା, ବିମ୍ବାଧର ପଣ୍ଡା, ଶ୍ରୀନିବାସ ରାଓ ଓ ଅନ୍ୟାନ୍ୟ ବହୁ ଆଜୀବନ ସଦସ୍ୟ ଓ ସଦସ୍ୟା ଯୋଗଦେଇଥିଲେ, ଶେଷରେ ଦାମୋଦର ସେନାପତି ଙ୍କ ନେତୃତ୍ୟ ରେ ଶ୍ରୀ ଜଗନ୍ନାଥଙ୍କ ନମା ସଙ୍କିର୍ତନ୍ କରାଯାଇ ଥିଲା, ଆଗାମୀ ଦିନରେ ଅନୁଷ୍ଠାନକୁ ଶକ୍ତିଶାଳୀ କରିବା, ଶ୍ରୀ ଗୋପୀନାଥ ମହାନ୍ତି ଙ୍କପ୍ରତି ଶ୍ରେଷ୍ଟ  ଶ୍ରଦ୍ଧାଞ୍ଜଳି ହେବ ବୋଲି ମତ ପ୍ରକାଶ ପାଇଥିଲା। ସ୍ମୃତି ସଭାରେ ଯୋଗଦେଇଥିବା ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କୁ ସମ୍ପାଦକ ଧନ୍ୟବାଦ ଜଣାଇଥିଲେ। 

 

 

powered by social2s