ଭୁବନେଶ୍ୱର : ଆଜି ଶକ୍ତିପୀଠରେ ମା'ଙ୍କ ନବମୀ ପୂଜା। ଭକ୍ତିମୟ ପରିବେଶ ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ମଣ୍ଡପ ଗୁଡ଼ିକରେ ଚାଲିଛି ଅଷ୍ଟମୀ ପୂଜା। ମା'ଙ୍କ ଦର୍ଶନ ପାଇଁ ସମସ୍ତ ପୀଠ ଓ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି।
powered by social2s