ଝାରସୁଗୁଡ଼ା ରେ ୨ଟି ଦେଶୀ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଝାରସୁଗୁଡ଼ା: ଝରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଓପିଏମ୍ ପଡ଼ିଆ ନିକଟରୁ ୨ଟି ଦେଶୀ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ କରିଛି ପୋଲିସ। ବନ୍ଧୁକ ଜବତ ସହ ଜଣେ ଗିରଫ ହୋଇଥିବା ସୂଚନା। ଗିରଫ ଯୁବକ ବ୍ରଜରାଜନଗର ଓପିଏମ୍ କଲୋନୀର ଆଦିତ୍ୟ ଶର୍ମା। ଅଭିଯୁକ୍ତ ନାଁରେ ପୂର୍ବରୁ ରହିଛି ଅନେକ ଅପରାଧିକ ମାମଲା।

powered by social2s