ଭୁବନେଶ୍ୱର: ଆସନ୍ତାକାଲି ବିଭିନ୍ନ ନଦୀପଠାରେ ମା' ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିର ଭସାଣି ହେବ। ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭୁବନେଶ୍ୱର ଓ କଟକର ପ୍ରମୁଖ ସ୍ଥାନମାନଙ୍କରେ ସ୍ୱତନ୍ତ୍ର ୟୁନିଟ୍ ମୁତୟନ ହୋଇଛି। ଜରୁରୀକାଳୀନ ସ୍ଥିତିରେ ୧୧୨କୁ ଡାଏଲ କରିବାକୁ ପରାମର୍ଶ ଦିଆଯାଇଛି ।
powered by social2s

