ପଟ୍ଟାମୁଣ୍ଡାଇ: ଆଜିଠୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଗହୀରମଥାର ନିଷିଦ୍ଧାଞ୍ଚଳରେ କଟକଣା ଜାରି କରାଯାଇଛି। ଆଜିଠୁ ୭ ମାସ ପର୍ଯ୍ୟନ୍ତ ମାଛଧରା ଉପରେ ରହିବ କଟକଣା। ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାର ନିଷିଦ୍ଧାଞ୍ଚଳରେ କଟକଣା ଅଲିଭ ରିଡ୍ଲେ କଇଁଛଙ୍କ ପ୍ରଜନନ ହେତୁ ୭ମାସ ପାଇଁ କଟକଣା ନଭେମ୍ବର ୧ରୁ ମେ' ୩୧ ତାରିଖ ପର୍ଯ୍ୟନ୍ତ ମାଛ ଧରିବା ବାରଣ
powered by social2s

