ଭୁବନେଶ୍ୱର : ଗଞ୍ଜାମରେ ବାତ୍ୟା ଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍। ପୁରୁଷୋତ୍ତମପୁର ବ୍ଲକର ଆଛୁଲି ଓ ହାଣ୍ଡିଘର ପରଦିର୍ଶନ କଲେ। ବନ୍ୟା ବିପନ୍ନଙ୍କ ସହ ଆଲୋଚନା କଲେ କେନ୍ଦ୍ରୀୟ ଟିମ୍। ପରେ ହିଞ୍ଜିଳି, ଆସିକା ଓ ଧରାକୋଟ ପରିଦର୍ଶନ କଲେ ଟିମ୍।
powered by social2s

