ଭୁବନେଶ୍ୱର : ଭୁବନେଶ୍ୱର ବମିଖାଲ ଗୁଳିକାଣ୍ଡ ମାମଲାରେ ୪ ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ। ରାତି ୩ଟାରେ ବମିଖାଲ ସରକାରୀ ବନ୍ଧୁକ ଦୋକାନ ଆଗରେ ଘଟିଥିଲା ଗୁଳିକାଣ୍ଡ। ପଏଣ୍ଟ ବ୍ଲାଙ୍କରୁ ଯୁବକଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କରିଥିଲେ ୪ ଅଭିଯୁକ୍ତ।
powered by social2s