ସ୍କୁଲ ପରିସରରୁ ବିପୁଳ ବାଣ ଜବତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲା ଟାଉନ ଥାନା ମିଶନ ଛକ କିଡ୍‌ଜି ସ୍କୁଲ ପରିସରରୁ ବିପୁଳ ବାଣ ଜବତ କରାଯାଇଛି ସ୍କୁଲ ପରିସରରୁ ୧୫ଲକ୍ଷ ଟଙ୍କାର ବାଣ ଜବତ ହୋଇଥିବା ସୂଚନା। ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କଲା ଟାଉନ ଥାନା ପୋଲିସ।

powered by social2s