ଭୁବନେଶ୍ୱର : ଓଡ଼ିଶାର ମେଡ଼ିକାଲ ମେଡ଼ିକାଲ ପିଜି ସିଟ୍ ସଂଖ୍ୟା ୬୨୦ରୁ ୯୩୮କୁ ବୃଦ୍ଧି କଲେ ରାଜ୍ୟ ସରକାର। ୨୦୨୫-୨୬, ୨୦୨୬-୨୭ ଶିକ୍ଷାବର୍ଷରେ ସିଟ୍ ସଂଖ୍ୟା କ୍ରମାଗତ ବୃଦ୍ଧି କରାଯାଇଛି। ୮୦ ବର୍ଷ ଭିତରେ ଏହା ଏକ ଐତିହାସିକ ସଫଳତା କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ। ପ୍ରଥମ ଥର ପାଇଁ ୫ଟି ନୂଆ ମେଡ଼ିକାଲ କଲେଜରେ ପିଜି କୋର୍ସ ହେବ। କୋରାପୁଟ, ସୁନ୍ଦରଗଡ଼, ତାଳଚେର, ଫୁଲବାଣୀରେ ପିଜି କୋର୍ସ ଆରମ୍ଭ ହେବ।
powered by social2s

