କଟକ: କଟକ ଜିଲ୍ଲା ଜଳ ପରୀକ୍ଷାଗାର ଓ ପରିମଳ କାର୍ଯ୍ୟାଳୟ କର୍ମଚାରୀଙ୍କ ମୃତଦେହ ହୋଇଛି। ବେକରେ ରଶି ଲାଗି ଝୁଲୁଥିବା ଅବସ୍ଥାରେ ଉଦ୍ଧାର କଲା ପୋଲିସ। ମୃତକ ଦୀନେଶ ଶତପଥୀ। ସେ ମାନବ ସମ୍ବଳ ବିଭାଗରେ କାର୍ଯ୍ୟ କରୁଥିଲେ। କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର ବାସିନ୍ଦା ଦୀନେଶ। ଶବ ବ୍ୟବଚ୍ଛେଦ ପାଇଁ ଏସ ସି ବି ମେଡିକାଲ ପଠାଇଲା ଚାଉଳିଆଗଞ୍ଜ ପୋଲିସ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
powered by social2s

