ଭୁବନେଶ୍ୱର : ଓଡ଼ିଶାରେ ଯୁକ୍ତ ୨ ଫର୍ମ ପୂରଣ ତାରିଖ ବଢାଇଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।
ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବଢିଲା ଫର୍ମ ପୂରଣ ତାରିଖ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ସମୟ ବୃଦ୍ଧି କରାଯାଇଛି। ବାତ୍ୟା ଓ ବନ୍ୟା ପାଇଁ ତାରିଖ ବୃଦ୍ଧି କରାଯାଇଥିବା ସୂଚନା। ଯୁକ୍ତ ୨ ଫର୍ମ ପୂରଣ ପାଇଁ ଆଜି ଥିଲା ଶେଷ ତାରିଖ।
powered by social2s

