ଢେଙ୍କାନାଳରେ ୨ ହାତୀ ମୃତଦେହ ଉଦ୍ଧାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଗୋଦରବିଲ୍ଲି ନିକଟରୁ ୨ଟି ହାତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଶିଶୁ ହାତୀ ସମେତ ପ୍ରାୟ ୧୨ ବର୍ଷର ହାତୀର ମୃତଦେହ ମିଳିଥିବା ସୂଚନା। ଅଁଳାବେରଣୀ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

powered by social2s