ଜଗତସିଂହପୁର: ବାତ୍ୟା ୟାସ୍ ପାଇଁ ଜଗତସିଂହପୁର ଜିଲ୍ଲାରୁ ଏପର୍ଯ୍ୟନ୍ତ ୫୧୦୪ ଜଣ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ତେବେ ସନ୍ଧ୍ୟା ସୁଦ୍ଧା ୧୫ରୁ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର।
powered by social2s