ବାଲେଶ୍ବର: ବାତ୍ୟା ୟାସ୍ ର ସ୍ଥିତି ଅନୁଧ୍ୟାନ ପାଇଁ ଶକ୍ତି ମନ୍ସୀ ଦିବ୍ୟଶଂକର ମିଶ୍ରଙ୍କୁ ବାଲେଶ୍ବର ଗସ୍ତରେ ପଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବାଲେଶ୍ବର ନିକଟରେ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରାଯାଇଛି।
OSDMA ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳୀ କୁ ଗ୍ୟାସ ସିଲିଣ୍ଡର ନ ନେବା ପାଇଁ ଲୋକଙ୍କୁ ନିବେଦନ କରାଯାଇଛି। ଆଶ୍ରୟସ୍ଥଳୀ ର ସୁରକ୍ଷା ପ୍ରତି ଏହା ବିପଦ ସୃଷ୍ଟି କରିବ ବୋଲି OSDMA ପକ୍ଷରୁ କୁହାଯାଇଛି।
powered by social2s

