ଅପେରା ଦେଖୁଥିବା ବେଳେ ଟଳିପଡ଼ିଲେ ଦର୍ଶକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦୁଝର : କେନ୍ଦୁଝର ସହର କାଳି ପଡ଼ିଆରେ ଅପେରା ଦେଖୁଥିବା ବେଳେ ହଠାତ୍ ଟଳିପଡ଼ିଲେ ଜଣେ ଦର୍ଶକ। ମୃତକ ତୁରୁମୁଙ୍ଗା ଅଂଚଳର ସର୍ବେଶ୍ୱର ସାହୁ। ରାତିରେ ଭିଣୋଇଙ୍କ ସହ ଅପେରା ଦେଖୁଥିଲେ ସର୍ବେଶ୍ୱର।

powered by social2s