ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଗୋପାଳପୁର: ବାତ୍ୟା ଅକ୍ୱାନ୍ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଅତିକ୍ରମ ବେଳେ ପବନର ବେଗ ୭୦ରୁ ୮୦ କି.ମି ରହିବ। କିଛି ସ୍ଥାନରେ ଝଟକା ପବନର ବେଗ ୯୦ କି.ମି ରହିଛି। ସକାଳ ୧୦ରୁ ୧୧ ଭିତରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ। ବାତ୍ୟା ପ୍ରଭାବରେ ଗୋପାଳପୁରରେ ପ୍ରବଳ ବର୍ଷା ଜାରି ରହିଛି। ଓଡ଼ିଶାରେ ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି।

powered by social2s