ବ୍ରହ୍ମପୁର: ଟ୍ରକରେ ମଇଁଷି ଚାଲାଣ ବେଳେ ପିଛା କରି ଧରିଲେ ଲୋକେ। ଭୁବନେଶ୍ୱରରୁ ପିଛା କରି ଗଞ୍ଜାମ ଲାଞ୍ଜିପଲ୍ଲୀ ଏନ୍ଏଚ୍ରେ ଗାଡ଼ିକୁ ଅଟକାଇଲେ ଲୋକେ। ଘଟଣାସ୍ଥଳରେ ବୈଦନାଥପୁର ଥାନା ପୋଲିସ ପହଞ୍ଚି ଡ୍ରାଇଭରଙ୍କୁ ଅଟକ ରଖିଛି। ଗାଡ଼ିଟି ଭୁବନେଶ୍ୱରରୁ ଆନ୍ଧ୍ର ପ୍ରଦେଶ ଯାଉଥିବା କହୁଛି ଡ୍ରାଇଭର ।
powered by social2s

