କଟକ: ବାବା ଧବଳେଶ୍ୱରଙ୍କ ପୀଠରେ ଆଜି ବଡ଼ଓଷା ପାଳନ କରାଯାଉଛି। ବଡ଼ସିଂହାର ବେଶରେ ବାବା ଧବଳେଶ୍ୱର ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଆଜି ମଧ୍ୟରାତିରେ ବାବାଙ୍କ ପାଖରେ ଗଜଭୋଗ ଲାଗି ହେବ। ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ପାଇଁ ପୀଠରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
powered by social2s