ବାତ୍ୟା ୟାସ: କେନ୍ଦୁଝର ରେ ଗଛ ଡାଳ ପଡ଼ି ଜଣେ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଆନନ୍ଦପୁର: ବାତ୍ୟା ୟାସ ପ୍ରଭାଵ ରେ ପ୍ରବଳ ପବନ ଯୋଗୁ ଗଛ ଡାଳ ପଡ଼ି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଂଚଳର ପଞ୍ଚୁପଲ୍ଲୀ ଗାଁରେ। ଧାମରା ଠାରୁ ୪୦ କିଲୋମିଟର, ପାରାଦୀପ ରୁ ୯୦ କିଲୋମିଟର ଓ ବାଲେଶ୍ଵର ରୁ ୧୦୫ କିଲୋମିଟର ଦୂରରେ ଅଛି ବାତ୍ୟା।

powered by social2s