ଭୁବନେଶ୍ୱର: ବାତ୍ୟା ୟାସ ପ୍ରଭାବରେ ବୈତରଣୀ ନଦୀରେ ଆସିପାରେ ମାଧ୍ୟମ ଧରଣର ବନ୍ୟା ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଚି ବୈତରଣୀ। ଖରା ଦିନରେ ବନ୍ୟା ଆସିବା ଯୋଗୁ ବେସି ବିପଦ ନାହିଁ ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ, ଆନନ୍ଦପୁର ଓ ଆଖୁଆପଦା ନିକଟରେ ବିପଦ ସଙ୍କେତ ଉପରେ ବୈତରଣୀ ର ଜଳ ପ୍ରବାହିତ ହେଉଛି। ତେବେ ମୟୁରଭଞ୍ଜ ଜିଲ୍ଲା କୁସୁମୀରେ ଗତ ଦୁଇ ଦିନ ରେ ୫୧୫ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ୪୨୭ ମିଲିମିଟର ବର୍ଷା ହୋଇଛି।
powered by social2s