'ଓଡ଼ିଶାରେ ପଜିଟିଭିଟି ହାର କମିଛି'

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ବାତ୍ୟା ପାଇଁ ଟେଷ୍ଟିଙ୍ଗ କମିଛି, ଓଡ଼ିଶାରେ ପଜିଟିଭିଟି ହାର କମିଛି। ଗୁରୁତର କୋରନା ରୋଗୀ ବହୁଦିନ ହେବ ICUରେ ଚିକିତ୍ସିତ ହେଉଥିବାରୁ ଏବେ ମୃତ୍ୟୁ ସଂଖ୍ୟା ଅଧିକ ଆସୁଛି।ରାଜ୍ୟରେ ICU ୮୦% ଓ ଭେଣ୍ଟିଲେଟର ୫୦% ଫିଲଅପ ଅଛି। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ବାତ୍ୟା ପରର ସ୍ଥିତିରେ ସୁଧାର ଆସିଲେ ଡୋର ଟୁ ଡୋର ସର୍ଭେ ହେବ। ବାତ୍ୟା ଆଶ୍ରୟ ସ୍ଥଳୀରୁ ଲୋକେ ଫେରିଲେ ଟିକାକରଣ ଓ ଟେଷ୍ଟିଙ୍ଗ କରାଯିବ, କହିଛନ୍ତି ମହାପାତ୍ର।

powered by social2s