ଭୁବନେଶ୍ୱର: ଚାଇନା ରୁ ଭୁବନେଶ୍ୱର କୁ ଆସିଲା ଅକ୍ସୀଜେନ ସିଲିଣ୍ଡର। ଚାଇନା ରୁ ଅକ୍ସୀଜେନ ସିଲିଣ୍ଡର ଆସିବା ଦେଶରେ ପ୍ରଥମ ବୋଲି ସୂଚନା ଦେଇଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ। ତ୍ରିପାଠୀ କହିଛନ୍ତି ଯେ ଅସ୍ସିଜେନ ଅଭାବରୁ କେହି ଅସୁବିଧାରେ ନ ପଡ଼ନ୍ତୁ ଚାହାନ୍ତି ମୁଖ୍ୟମନ୍ତ୍ରୀ। ଅତି ଶିଘ୍ର ରାଜ୍ୟର ସବୁ ମେଡିକାଲ କୁ ସିଲିଣ୍ଡର ଯୋଗାଇ ଦିଆଯିବ ।
powered by social2s

