ଭୁବନେଶ୍ୱର: କରୋନା ମହାମାରୀ ସମୟରେ କାମକୁ ଯାଇ ପାରୁ ନ ଥିବା ଶହୀଦନଗର ବିର୍ଷ।ମୁଣ୍ଡା ବସ୍ତିରେ ହେଲ୍ପ ଟୁ ହେଲ୍ପ, ସାମାଜିକ ସଂଗଠନ ପ୍ରାୟ ୩୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି।
ଆଜିର କାର୍ଯ୍ୟକ୍ରମରେ ସୁଶାନ୍ତ ପାତ୍ର ସମ୍ପାଦକ,ହେଲ୍ପ ଟୁ ହେଲ୍ପ, ନାରାୟଣ ମହାପାତ୍ର, ସମ୍ପାଦକ ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ଓ ନାଗେଶ୍ଵର ପାତ୍ର, ସନ୍ତୋଷ ପ୍ରଧାନ, ତ୍ରିପତି ଦାସ, ରମେଶ ସାହୁ, ପ୍ରଶାନ୍ତ ପ୍ରଧାନ ପୂର୍ଣ୍ଣଚନ୍ଦ୍ର ସାହୁ, ଶିବ ପାତ୍ର, ସୁଜିତ ନାୟକ, ବିରଞ୍ଚି ପାତ୍ର, ରତିରଞ୍ଜନ ସାହୁ, ଦାଶରଥି ସେନାପତି, ରଞ୍ଜନ ନାୟକ, ଚନ୍ଦନ ପାତ୍ର, ମନୋରଞ୍ଜନ ଶରାବ, ଶ୍ରୀଧର ପାତ୍ର, ପ୍ରଶାନ୍ତ ପାତ୍ର,ନିଟିପ୍ରୀୟ ପାତ୍ର, ସୁଶାନ୍ତ ନାୟକ, ରାଜୁ,ନୀଳାଚଳ ସାହୁ, ରାହୁଲ ପଲେଇ, ସୋନୁ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
powered by social2s

