ଭୁବନେଶ୍ୱର: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସରକାରୀ YouTube channel ଆଜି ଶୁଭାରମ୍ଭ ହୋଇଛି। ଓଡ଼ିଶାର କଳା,ସଂସ୍କୃତି, ଐତିହ ଓ ପରମ୍ପରା କୁ ସୁଦୁର ପ୍ରସାର କରିବା ପାଇଁ ଏବଂ ବିଭାଗର ବିଭିନ୍ନ କଳା ସଂସ୍କୃତି ପରମ୍ପରା ଓ ଐତିହ କୁ visual ମାଧ୍ୟମରେ ଦେଶ ବିଦେଶରେ ଲୋକ ଲୋଚନକୁ ଆଣିବା ପାଇଁ ଏହି ପ୍ରଚେଷ୍ଟା ଆରମ୍ଭ ହୋଇଛି। ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀ IAS ଏବଂ ନିର୍ଦେଶକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ IAS ଏହି YouTube କୁ ଆଜି ଲୋକାର୍ପଣ କରିଥିବା ଜଣାପଡ଼ିଛି। ଶ୍ରୀଯୁକ୍ତ ବାସୁଦେବ ମାଳବିଶୋଇଙ୍କର ନିଜ ରଚନା ସଂଗୀତ ଓ କଣ୍ଠରେ ପ୍ରସ୍ତୁତି ହୋଇଥିବା କୋରନା ସଚେତନ ଗୀତରୁ ଏହି YouTube ଶୁଭାରମ୍ଭ କରାଯାଇଥିଲା। YouTube ପ୍ରସ୍ତୁତି କରିବା ପାଇଁ ସରକାରଙ୍କର ଅନୁମୋଦନ କ୍ରମେ ରାଜ୍ୟ ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ବାସୁଦେବ ମାଳବିଶୋଇଙ୍କ ପ୍ରଚେଷ୍ଠାରେ ଓଡିଶା ଡଟକମର ସହାୟତାରେ ପ୍ରସ୍ତୁତ ହୋଇଥିବା ଜଣାପଡିଛି।
powered by social2s