ଦୁଇ ଦିନ ଡେରିରେ କେରଳ ଛୁଇଁବ ମୌସୁମୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଦୁଇ ଦିନ ଡେରିରେ କେରଳ ଛୁଇଁପାରେ ମୌସୁମୀ । ମେ ୩୧ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ପୂର୍ବରୁ ଅନୁମାନ କରିଥିଲା ପାଣିପାଗ ବିଭାଗ। ତେବେ ଜୁନ ୩ ତାରିଖରେ ମୌସୁମୀ କେରଳ ଆସିବ ନେଇ ସୂଚନା ଦେଇଛି ପଣିପାଗ ବିଭାଗ। ଆସନ୍ତା ତିନି ଦିନ ଯାଏଁ ଓଡ଼ିଶାରେ ହାଲୁକା ରୁ ମାଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି।

powered by social2s