ଓଡ଼ିଶାରେ କୋଭିଡ ଟ୍ରେଣ୍ଡ କମୁଛି: ଜନ ସ୍ବାସ୍ଥ୍ୟ ନିର୍ଦେଶକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ମେ ମାସ ଘାତକ ଥିଲା,ଏବେ ଓଡ଼ିଶାରେ କୋଭିଡ ଟ୍ରେଣ୍ଡ କମୁଛି ବୋଲି କହିଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର। ଆଶା କରାଯାଉଛି ଜୁନ ମାସ ସେପରି ହବନି ଲକଡାଉନର ପ୍ରଭାବ ୪ ସପ୍ତାହ ପରେ ଦେଖିବାକୁ ମିଳେ। ବର୍ତ୍ତମାନ ତାର ପ୍ରଭାବ ଦେଖିବା ଆରମ୍ଭ ହେଇଛି। ସୁନ୍ଦରଗଡ ରେ ସଂକ୍ରମଣ ଅଧିକ ଥିଲା ଏବେ କମୁଛି ବୋଲି ସେ ସୂଚନା ଦେଇଛନ୍ତି।

powered by social2s