କଟକ: କଟକରେ ଆରମ୍ଭ ହେଲା ଭ୍ରାମ୍ୟମାଣ ଏକ୍ସ-ରେ ସେବା। ଘରେ କୋଭିଡ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ମିଳିବ ସେବା। ଏହା ଦ୍ୱାରା ନିଶ୍ୱାସ ନେବାରେ ସମସ୍ୟା ହେଉଥିବା ରୋଗୀଙ୍କୁ ଅତି ଗୁରୁତର ହେବା ପୂର୍ବରୁ ଚିହ୍ନଟ କରି ହସ୍ପିଟାଲ ପଠାଇ ହେବ।
powered by social2s