ଭୁବନେଶ୍ୱର: କରୋନାରୁ ସୁସ୍ଥହୋଇ ୨ଟି ଡୋଜ ଭ୍ୟାକ୍ସିନ୍ ନେଇଥିବା ବ୍ୟକ୍ତିଙ୍କ ପାଇଁ ଭଲ ଖବର। ଏମାନେ ୧୦ ବର୍ଷ ଯାଏ କରୋନାରେ ହେବେନି ଗୁରୁତର ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର। ଡଃ ମିଶ୍ର କହିଛନ୍ତି ଯେ, କରୋନା ହୋଇ ଛାଡିଥିବା ବ୍ୟକ୍ତି ଯଦି ଦୁଇଟି ଡୋଜ ଭ୍ୟାକସିନ୍ ନେବେ, ସେମାନଙ୍କ ଠାରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ରହିବ। ତେବେ ରାଜଧାନୀରେ ଲୋକମାନେ କୋଭିଡ଼ ନିୟମ ମାନୁନଥିବା ବେଳେ, ଗାଁରେ ଭୋଜି ଭାତ ପାଇଁ ସଂକ୍ରମିତ ଙ୍କ ସଂଖ୍ୟା ବଢୁଛି ବୋଲି ସେ କହିଛନ୍ତି।
powered by social2s

