ବଲାଙ୍ଗିର: ବଲାଙ୍ଗୀର ଜିଲ୍ଲା ପଟଣାଗଡ଼ ଥାନା ଝୁଲେନବର ନିକଟରେ ଗଛରେ ପିଟିହେଲା ଆମ୍ବୁଲାନ୍ସ।ସ୍ତ୍ରୀର ମୃତଦେହ ନେଇ ଫେରିବା ବେଳେ ଦୁର୍ଘଟଣାରେ ସ୍ୱାମୀର ମୃତ୍ୟୁ ହୋଇଛି।ବୁର୍ଲା ମେଡିକାଲରେ ସ୍ତ୍ରୀର ମୃତ୍ୟୁ ଘଟିବା ପରେ ଆମ୍ବୁଲାନ୍ସରେ ମୃତଦେହ ନେଇ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା।
powered by social2s

