ଓଡ଼ିଶାରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ବ୍ୟବସ୍ଥା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ କରାଯାଇଛି ବ୍ୟବସ୍ଥା ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ବର୍ତ୍ତମାନ ରାଜ୍ୟରେ ୪୧ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିକିତ୍ସାଧିନ ଅଛନ୍ତି। ସେପଟେ କଟକ ଏସସିବି ରେ ୨ଜଣ ବ୍ଲାକ୍ ଫଙ୍ଗସ୍ ସନ୍ଧିଧ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି। ବ୍ଲାକ୍ ଫଙ୍ଗସ୍ କି ନୁହଁ ଜାଣିବା ପାଇଁ ଆଜି ଉଭୟଙ୍କର ପରୀକ୍ଷା କରାଯିବ। ଉଭୟ ରୋଗୀଙ୍କୁ ସ୍ୱତନ୍ତ୍ର ପ୍ରକୋଷ୍ଠରେ ଚିକିତ୍ସା କରାଯାଉଛି।

powered by social2s