ଓଡ଼ିଶାର ପ୍ରଥମ ବ୍ଲାକ ଫଙ୍ଗସ୍ ରୋଗୀ ସୁସ୍ଥ ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ବ୍ଲାକ ଫଙ୍ଗସ୍ ରୋଗୀଙ୍କର ସମ୍ ଅଲଟିମେଟ୍ ହସ୍ପିଟାଲରେ ଚିକିତ୍ସା ସଫଳ ହୋଇଛି। ବର୍ତ୍ତମାନ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ କୋଭିଡ଼ ପରେ ବ୍ଲାକ ଫଙ୍ଗସ୍ ରୋଗରେ ଆକ୍ରାନ୍ତ ହୋଇଥିଲେ। ସେ ଡାଇବେଟିକ୍ ଥିଲେ ଓ ସ୍ଟେରୋୟେଡ୍ ମଧ୍ୟ ନେଇଥିଲେ ବୋଲି ସୂଚନା ଦେଇଛନ୍ତି ସମ୍ ଅଲଟିମେଟ୍ ଇଏନଟି ବିଭାଗ ମୁଖ୍ୟ ରାଧାମାଧବ ସାହୁ। ତେବେ ତାଙ୍କୁ ଆଉ ୬ ମାସ ତତ୍ତ୍ୱାବଧାନରେ ରଖାଯିବ।
powered by social2s

