ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ଟିଙ୍ଗିପାଲି ଗାଁ ନିକଟରେ ଏକ ଗୋରୁ ବୋଝେଇ କଣ୍ଟେନର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ବ୍ୟକ୍ତି ଓ ୩୦ ଗୋରୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୋରୁ ଚୋରା ଚାଲାଣ ବେଳେ କଣ୍ଟେନର ଓଲଟି ଥିବା ଜଣାପଡିଛି।
powered by social2s