ଆଜିଠୁ ଭୁବନେଶ୍ୱର ବାସହୀନଙ୍କୁ କରାଯିବ ଟିକାକରଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱର ବାସହୀନଙ୍କୁ କରାଯିବ ଟିକାକରଣ ଭୁବନେଶ୍ୱର ମୁନସିପାଲ କର୍ପୋରେସନର ୩ଟି ଜୋନରେ କରାଯିବ ଟିକାକରଣ। ନିଳାଦ୍ରୀବିହାର ବାସହୀନ ଥଇଥାନ କେନ୍ଦ୍ରରେ ଦିଆଯିବ କରୋନା ଟିକା। ପୂର୍ବରୁ ବାସହୀନଙ୍କୁ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଛି ବିଏମସି। ଏଥିରେ ବୁଲାବିକାଳିଙ୍କ ହେବ ବାଧ୍ୟତାମୂଳକ କରୋନା ଟିକା। ମୋବାଇଲ ଟେଷ୍ଟିଙ୍ଗ ଭ୍ୟାନରେ କରାଯିବ ଏହି ଟେଷ୍ଟ।

powered by social2s