ସାଲେପୁର: ମାହାଙ୍ଗାର ପୂର୍ବତନ ବିଧାୟକ ତଥା ପୂର୍ବତନ କାଜୁନିଗମ ଅଧ୍ୟକ୍ଷ ବିକ୍ରମ ବର୍ମାଙ୍କର ପରଲୋକ ହୋଇଛି।
କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ବିକ୍ରମ।
ବିକ୍ରମ ବର୍ମାଙ୍କ ପରଲୋକ ନେଇ ଜ୍ବାଇଁ ନିରଞ୍ଜନ ଭୂୟାଁଙ୍କ ସୂଚନା।
powered by social2s