କଟକ ଶିଶୁ ଭବନରେ ହେବ ଶିଶୁଙ୍କ ପାଇଁ କୋଭିଡ ହସ୍ପିଟାଲ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକ ଶିଶୁ ଭବନ ରେ ହେବ ଶିଶୁଙ୍କ ପାଇଁ କୋଭିଡ ହସ୍ପିଟାଲ । SCB ମେଡିକାଲର ଶିଶୁ ବିଭାଗରେ ମଧ୍ୟ ହେବ କୋଭିଡ ଚିକିତ୍ସା ବିଭାଗ। SCB ସମେତ ୨ ଟି ମେଡିକାଲ ରେ ୬୦ ଟି ICU ଶଯ୍ୟା ବୃଦ୍ଧି । କୋରନାର ସମ୍ଭାବ୍ୟ ତୃତୀୟ ଲହରୀ ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ନିଆଯାଇଛି ପଦକ୍ଷେପ। ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଉମେଶ ରାୟ ଏହି ସୂଚନା ।

powered by social2s