୯ ପ୍ରତିଶତ କୁ ଖସିଲାଣି ସଂକ୍ରମଣ ହାର: ଓଡିଶା ସ୍ବାସ୍ଥ୍ୟ ନିର୍ଦେଶକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

୯ ପ୍ରତିଶତ କୁ ଖସିଲାଣି ସଂକ୍ରମଣ ହାର: ଓଡିଶା ସ୍ବାସ୍ଥ୍ୟ ନିର୍ଦେଶକ ଭୁବନେଶ୍ୱର: ଓଡ଼ିଶାରେ ୨୩ ପ୍ରତିଶତ ଉପରେ ସଂକ୍ରମଣ ହାର ରହୁଥିଲା। ଧୀରେ ଧୀରେ ଏହା କମି ୯ ପ୍ରତିଶତ ରେ ପହଞ୍ଚିଲାଣି। ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର। ମହାପାତ୍ର କହିଛନ୍ତି ଯେ ସଂକ୍ରମଣ ହାର ଏପରି କମିବା ବହୁତ ଭଲ ଲକ୍ଷଣ। ଏଥିରୁ ଜଣାପଡୁଛି ଆମ ଟ୍ରାନ୍ସମିଶନ କମୁଛି ଓ ସର୍ଭେଲାନ୍ସ କାମ ଦେଇଛି। ରାଜ୍ୟରେ ସଂକ୍ରମଣ ଚେନ ଭାଙ୍ଗିବାର ପ୍ରୟାସ ସଫଳ ହୋଇଛି ବୋଲି ସେ କହିଛନ୍ତି।

powered by social2s