୧୮ ରୁ ୪୪ ବର୍ଷୀୟଙ୍କ ପାଇଁ BMCର ଡୋଜ-୨ ଟିକାକରଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ୧୮ ରୁ ୪୪ ବର୍ଷୀୟଙ୍କ ପାଇଁ BMCର ଡୋଜ-୨ ଟିକାକରଣ ଘୋଷଣା ହୋଇଛି। କୋ-ଉଇନ ଆପରେ ସ୍ଲଟ ବୂକିଙ୍ଗ ନ କରି ମଧ୍ୟ ନେଇ ହେବ ଟିକା। ମେ ୩ ରୁ ୧୪ ମଧ୍ୟରେ ପ୍ରଥମ ଡୋଜ ନେଇଥିବା ଲୋକଙ୍କ ପାଇଁ ସୁବିଧା। ପ୍ରଥମ ଡୋଜ ଟିକା ନେଇଥିବା ସ୍ଥାନରେ ଦିଆଯିବ ଦ୍ଵିତୀୟ ଡୋଜ। ପ୍ରଥମ ଡୋଜ ଟିକାକରଣର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ।

powered by social2s