ଢେଙ୍କାନାଳ ଜେଲ୍ ରେ ବିଚାରାଧୀନ କଏଦୀ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଢେଙ୍କାନାଳ: ଢେଙ୍କାନାଳ ଜେଲ୍ ରେ ଜଣେ ବିଚାରାଧିନ କଏଦୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ବିଦେଶୀ ନାୟକ। ହତ୍ୟା ମାମଲାରେ ଅଭିଯୁକ୍ତ ହୋଇ ଜେଲ୍ ରେ ଥିଲା ବିଦେଶୀ।

powered by social2s