ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ନିୟମ ବଦଳାଇଲେ କେନ୍ଦ୍ର ସରକାର। ଲକ୍ଷଣ ନଥିବା କିମ୍ବା ସାମାନ୍ୟ ଲକ୍ଷଣ ପ୍ରକାଶ ପାଉଥିବା ଆକ୍ରାନ୍ତଙ୍କ ପାଇଁ ବଦଳିଲା ନିୟମ। ଟ୍ରାକ୍ସଫୋର୍ସ ଔଷଧ ନିୟମାବଳୀରେ ପରିବର୍ତ୍ତନ କରାଯାଇ ନୂଆ ନିୟମାବଳୀ ଜାରୀ ହୋଇଛି। ଔଷଧ ତାଲିକାରୁ କ୍ଲୋରୋକୁଇନ୍, ଆଇଭରମାଟିନ୍, ଜିଙ୍କ୍ ଓ ମଲଟିଭିଟାମିନ୍ ବାଦ୍ ଦିଆଯାଇଛି। ଷ୍ଟେରଏଡ଼, ପାରାସିଟାମଲ୍ ଓ ଅକ୍ସିଜେନର ଉଚିତ ପ୍ରୟୋଗ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
powered by social2s

