ଆଜି ସାରା ଓଡିଶାକୁ ଛୁଇଁବ ମୌସୁମୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ସାରା ଓଡିଶାକୁ ଛୁଇଁବ ମୌସୁମୀ ଭୁବନେଶ୍ୱର: ଆଜି ଓଡିଶା ଛୁଇଁବ ମୌସୁମୀ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ର ଗତି ଧୀର ରହିଛି। ସେଥିପାଇଁ ଉପକୂଳରେ ବର୍ଷା ହେବାର ବିଳମ୍ବ ହେଉଛି। ତେବେ ଲଘୁଚାପ ପ୍ରଭାବରେ ରାଜ୍ୟର ବହୁ ସ୍ଥାନରେ ଜୁନ ୧୪ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ।

powered by social2s