ଓଡିଶା ପୋଲିସ ରେ ନିଯୁକ୍ତି ପାଇବେ କିନ୍ନର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶା ପୋଲିସ ରେ ଏବେ ନିଯୁକ୍ତି ପାଇପାରିବେ କିନ୍ନର। ସୂଚନା ଅନୁଯାୟୀ, ୪୭୭ ସବ ଇନ୍ସପେକ୍ଟର ଓ ୨୪୪ କନେଷ୍ଟବଳ ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୧୫ ସୁଦ୍ଧା ଆବେଦନ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି। ରାଜ୍ୟ ସରକାର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ବିଭିନ୍ନ କିନ୍ନର ସଂଘ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି କିନ୍ନର ନେତ୍ରୀ ମେନକା ପରିଡ଼ା।

powered by social2s