ମାଲକାନଗିରି ରେ ୩ ଟି ଟିଫିନ ବୋମା ଉଦ୍ଧାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରୁ ୩ ଟି ଟିଫିନ ବୋମା ଉଦ୍ଧାର ହୋଇଥିବା ସୂଚନା ମିଳିଛି। କମ୍ବିଂ ଅପରେସନ ବେଳେ ଗତକାଲି ଅପରାହ୍ନରେ ଟିଫିନ ବୋମା ଉଦ୍ଧାର କଲେ ଯବାନ। ମେଟାଲ ଡିଟେକ୍ଟର ସାହାଯ୍ୟରେ ବୋମା ଠାବ ହୋଇଥିବା ଜଣାପଡ଼ିଛି।

powered by social2s