ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କରଡ଼ାପଦର ଠାରେ ଏକ ହାତୀର ମୃତଦେହ ଠାଵ ହୋଇଛି। ବନ ଓ ପ୍ରାଣିସମ୍ପଦ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବ୍ୟବଛେଦ କରିଛନ୍ତି। କିଛି ମାସ ମଧ୍ୟରେ ୯ ଟି ହାତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
powered by social2s